ନିମନ୍ତ୍ରଣ ପତ୍ର **** ଆଦିବାସୀ ସମାଜ ବିଷମକଟକ ପକ୍ଷରୁ ଆସନ୍ତା ତା: ୧୬.୦୨.୨୦୨୫ ରିଖ ରବିବାର ଦିନ ସକାଳ ୦୯.୦୦ ଘଟିକା ସମୟରେ ଏକ ବୈଠକ ଆୟୋଜନ କରାଯାଉ ଅଛି ଏଣୁ ଆପଣ ସମସ୍ତେ ୮.୩୦ ମିନିଟ୍ ପୂର୍ବରୁ ବୈଠକ ସ୍ଥାନକୁ ପହଞ୍ଚିବା ହେବେ । ଏହି ବୈଠକରେ ନୂତନ ସଂଘ ଆଦିବାସୀ ସମାଜ ବିଷମକଟକ ପରିଚାଳନା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତ ରେ ଏକ ସ୍ଥାୟୀ ପଞ୍ଚାୟତ କମିଟି ଚୟନ, ଆଦିବାସୀ ସେନା ପାଇଁ ସେନାପତି ଚୟନ ଏବଂ ଆଦିବାସୀ ଦଳ ପାଇଁ ଦଳପତି ଚୟନ କରାଯିବ । ଏଣୁ ଆବାଳବୃଦ୍ଧ ବନିତାଙ୍କୁ ତଥା ମାଆ,ବାପା,ଭାଇ,ଭଉଣୀ,ଗୁରୁଜନ,ସମାଜର ବୁଦ୍ଧିଜୀବୀ,ସମାଜ ପ୍ରେମୀ,କୁଳ ପ୍ରେମୀ,ଜାତି ପ୍ରେମୀ ସମସ୍ତଙ୍କୁ ନିବେଦନ ଏହା ମଧ୍ୟ ନିଜର ବ୍ୟକ୍ତିଗତ କାର୍ଯ୍ୟ ଭାବି କୌଣସି ପ୍ରକାର ସଙ୍କୋଚ ନ କରି ଆମ ସମାଜକୁ ଉତ୍ତମ ରୂପେ ଗଢ଼ି ତଳିବା ପାଇଁ ଉକ୍ତ ବୈଠକରେ ଯୋଗ ଦେଇ ସୁଦୃଢ ସମାଜ ଗଠନରେ ଭାଗିଦାରୀ ହୁଅନ୍ତୁ...🙏🙏🙏 ସ୍ଥାନ:- ମୁଣ୍ଡିପଦର ଗ୍ରାମ ପଞ୍ଚାୟତ:- ଡୁମୁରୁନେଲି ତା:୧୬.୦୨.୨୦୨୫ (ରବିବାର) ସମୟ:- ସକାଳ ୧୦.୦୦ ଘଟିକା ଆୟୋଜକ:-ଆଦିବାସୀ ସମାଜ ବିଷମକଟକ
ADIVASI SAMAJ BISSAMCUTTACK
-
0


