ଆଦିବାସୀ ସମାଜ ବିଷମକଟକ ତାରିଖ:୨୪.୦୨.୨୦୨୫ ସୋମବାର ----------------------------------------------- ଅଦ୍ୟ ତା:୨୪.୦୨.୨୦୨୫ ରିଖ ସୋମବାର ଦିନ ପଞ୍ଚାୟତ ସମିତି ବିଷମକଟକର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଶ୍ରୀ ଶିବ ପଟ୍ଟନାୟକ ମହୋଦୟଙ୍କୁ "ଆଦିବାସୀ ସମାଜ ବିଷମକଟକ"ତରଫରୁ ସଭ୍ୟ/ସଭ୍ୟା ମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇବା ସହ ଉନ୍ନୟନ ଶବ୍ଦର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ ଓ ସମ୍ମାନିତ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଶବର ମହୋଦୟାଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ସୂଚାରୁରୂପେ ପରିଚାଳନା କରିବା ସହ ଶିଶୁ ମାନଙ୍କ ମାନସିକ ବିକାଶ ପାଇଁ ଉତ୍ତମ ପଦକ୍ଷେପ ନେବାକୁ ଆଲୋଚନା କରି ଏକ ସ୍ମାରକ ପତ୍ର ପ୍ରଦାନ କରାଗଲା ।🙏🙏🙏









 



Post a Comment

Previous Post Next Post